ପଞ୍ଚକୁଲାr Ej Ol MzGgI
| Panchkula पंचकुला ਪੰਚਕੂਲਾ | |
|---|---|
| City | |
Yagya Shala, within the Mansa Devi temple complex | |
| ଅନ୍ୟନାମ: Chandigarh Tricity | |
Panchkula | |
| ଅବସ୍ଥିତି: 30°44′N 76°48′E / 30.74°N 76.80°ECoordinates: 30°44′N 76°48′E / 30.74°N 76.80°E | |
| Country | |
| State | Haryana |
| District | Panchkula |
| କ୍ଷେତ୍ରଫଳ | |
| • ମୋଟ | km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres) |
| ଉଚ୍ଚତା | 365 m (1,198 ft) |
| Languages | |
| • Official | Hindi, Punjabi |
| IST (UTC+5:30) | |
| ପିନ କୋଡ଼ | 134 109 - 134 114 |
| Telephone code | 91-172 |
| ଗାଡ଼ି ପଞ୍ଜିକରଣ | HR-03, HR-68, CH-01 |
| ୱେବସାଇଟ | panchkula.nic.in |
ପଞ୍ଚକୁଲା ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ପଞ୍ଚ୍କୁଲ ଜିଲ୍ଲାରେ ଅବସ୍ଥିତ ।
ବିଷୟସୂଚୀ
- ୧ ଭୌଗଳିକ ଅବସ୍ଥିତି
- ୨ ଜନସଂଖ୍ୟା ଓ ସାକ୍ଷରତା
- ୩ ଭାଷା
- ୪ ଆହୁରି ପଢନ୍ତୁ
- ୫ ଆଧାର
- ୬ ବାହାର ଲିଙ୍କ
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ପଞ୍ଚକୁଲା ୩୦.୬୯୧୫ ଉତ୍ତର ଅକ୍ଷାଂଶ ଓ ୭୬.୮୫୩୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୬ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଞ୍ଚକୁଲା ସହରର ମୋଟ ଜନସଂଖ୍ୟା ୩୦୮୮୭ ଅଟେ ।[୩] ସେଥି ମଧ୍ୟରୁ ୫୪.୪୮% ଜଣ ପରୁଷ ହୋଇଥିବା ବେଳେ ୪୫.୫୨% ଜଣ ନାରୀ ଅଟନ୍ତି । ପଞ୍ଚକୁଲାର ସାକ୍ଷରତା ହାର ୭୭.୮୫% ଅଟେ । ଏହା ଜାତୀୟ ହାର ଠାରୁ -୧୩.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୪.୩୦% ପ୍ରତିଶତ ପୁରୁଷ ଓ ୩୩.୫୫% ନାରୀ ଅଟନ୍ତି । ୧୧.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା[ସମ୍ପାଦନା]
ହିନ୍ଦୀ ପଞ୍ଚକୁଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.